ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ପୁଲିସ୍ ହେପାଜତରେ ମୃତ୍ୟୁ ମାମଲାରେ ପୁରୀ ବନ୍ଦ ଡାକରା ଦେବ ଭାରତୀୟ ଜନତା ପାର୍ଟି। ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଆଜି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପୁରୀ ବନ୍ଦ ଡାକରା ଦେବାକୁ ବିଜେପି ଯୋଜନା କରୁଛି। ଏଥିପାଇଁ ଖୁବ୍ଶୀଘ୍ର ତାରିଖ ଘୋଷଣା କରାଯିବ।
ପୁରୀରେ ପୁଲିସ୍ ହେପାଜତରେ କେ. ରମେଶ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ପୁରୀ ଏସ୍ପି ଅଖିଳେଶ ସିଂକୁ ବଦଳି କରି ଦିଆଯାଇଛି।
The post ପୁରୀ ବନ୍ଦ ଡାକରା ଦେବ ବିଜେପି appeared first on Odisha Reporter.
from Odisha Reporter https://ift.tt/35SVXPp
No comments:
Post a Comment