ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 28, 2020

ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ

ଆଠଗଡ଼ (ନୀଳକଣ୍ଠ ଦୋରା): ବଡ଼ ଓଷା ଉପଲକ୍ଷେ ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ। ରାତି ୧ଟାରେ ପହଡ଼ ଖୋଲାଯାଇ ମଙ୍ଗଳଆଳତି, ବାଳଭୋଗ ଏବଂ ଘର୍ଷଣ ଆଦି ରୀତିନୀତି ସଂପନ୍ନ ହୋଇଥିଲା। ଏହା ପରେ ରାତି ୩ଟାରେ ପ୍ରଭୁଙ୍କ ଠାରେ ଗଜଭୋଗ ଲାଗି ହୋଇଥିଲା। ତେବେ କରୋନା ପାଇଁ ମନ୍ଦିର ପରିସରରେ ୧୪୪ ଧାରା ଜାରି ହୋଇଥିବାରୁ ଚଳିତ ବର୍ଷ ଗଜଭୋଗ ବିତରଣ ବନ୍ଦ ରହିଛି।

ଅନ୍ୟପକ୍ଷରେ ଆଜି ବି ବାବା କିରାତାର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି। ଗତକାଲି ବାବାଙ୍କୁ ଏହି ବେଶ କରାଯାଇଥିଲା। ଦୀର୍ଘ ୨୫ ବର୍ଷ ପରେ ବାବା ଧବଳେଶ୍ୱରଙ୍କର ଏହି ବେଶ କରାଯାଇଛି। ତେବେ କରୋନା କଟକଣା ଯୋଗୁଁ ଭକ୍ତମାନେ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

The post ବାବା ଧବଳେଶ୍ୱରଙ୍କ ନିକଟରେ ଲାଗିହେଲା ଗଜଭୋଗ appeared first on Odisha Reporter.



from Odisha Reporter https://ift.tt/3lqHcYF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages