ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୨୫ ରେ ପହଞ୍ଚି ଯାଇଛି।
Regret to inform the demise of Fifteen Covid positive patients while under treatment in hospitals.
1.A 70-year-old male of Baragarh district.
2.A 34-year-old male of Baragarh district.
3.A 39-year-old male of Balangir district who was also suffering from Hypertension.
— H & FW Dept Odisha (@HFWOdisha) November 8, 2020
4.A 45-year-old male of Balangir district who was also suffering from Diabetes Mellitus.
5.A 59-year-old male of Bhubaneswar who was also suffering from Diabetes Mellitus.
— H & FW Dept Odisha (@HFWOdisha) November 8, 2020
9.A 62-year-old male of Ganjam district who was also suffering from Diabetes Mellitus.
10.A 77-year-old male of Jharsuguda district who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) November 8, 2020
14.A 63-year-old male of Sambalpur district who was also suffering from Diabetes Mellitus.
15.A 50-year-old male of Sundargarh district.
— H & FW Dept Odisha (@HFWOdisha) November 8, 2020
ଆଜି ସମ୍ବଲପୁରରେ ସର୍ବାଧିକ ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ବଲାଙ୍ଗିର, ଓ ଭୁବନେଶ୍ବରରୁ ଦୁଇଜଣ ଲେଖାଏଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ସେହିପରି କଟକ, ଦେବଗଡ଼, ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।
The post ଥମୁନି କରୋନା ମୃତ୍ୟୁର ତାଣ୍ଡବ; ରାଜ୍ୟରେ ପୁଣି ଆଖି ବୁଜିଲେ ୧୫ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3kcWcZg
No comments:
Post a Comment