ହୋଟେଲରୁ ମିଳିଲା ବ୍ରାଉନସୁଗର; ମୂଲ୍ୟ କୋଟିଏ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 6, 2020

ହୋଟେଲରୁ ମିଳିଲା ବ୍ରାଉନସୁଗର; ମୂଲ୍ୟ କୋଟିଏ ଟଙ୍କା

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ହୋଟେଲରୁ ମିଳିଲା କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର। ବ୍ରାଉନସୁଗରର ହବ୍‌ ପାଲଟିଥିବା ବାଲେଶ୍ୱରରୁ ଏତେ ପରିମାଣର ନିଶା ଜବତ ହୋଇଛି ।

ବିଶେଷ ସୂତ୍ରରୁ ଖବର ପାଇ,  ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଚଢାଉ କରି ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଓ ପୁଲିସ୍‌ର ମିଳିତ ଟିମ୍‌। ମାମଲାରେ ୩ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ୍‌। ସେମାନଙ୍କଠାରୁ ୮୫ ହଜାର ୬୮୦ ଟଙ୍କା ଜବତ ହୋଇଛି ।  ଏନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି  ।

ବର୍ତ୍ତମାନ ସୁଦ୍ଧା ଏସ୍‌ଟିଏଫ୍ ୨୩ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିସାରିଛି । ୨୫ଟି ମାମଲାରେ ୪୭ ଜଣଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

The post ହୋଟେଲରୁ ମିଳିଲା ବ୍ରାଉନସୁଗର; ମୂଲ୍ୟ କୋଟିଏ ଟଙ୍କା appeared first on Odisha Reporter.



from Odisha Reporter https://ift.tt/2IhEpCQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages