ଅଣ୍ଡା ବେସର ଚମଚମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

ଅଣ୍ଡା ବେସର ଚମଚମ

ସାମଗ୍ରୀ- ଅଣ୍ଡା ସିଝା, ଲୁଣ, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ , କଞ୍ଚାଲଙ୍କା, ଅଦା, ରସୁଣ ଓ ପିଆଜ ଚପ, ସୋରିଷ ତେଲ, ଜିରା ପାଉଡ଼ର, କଟା ଟମାଟୋ, ସୋରିଷ, ଅଦା ଓ ରସୁଣ ପେଷ୍ଟ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ଅଣ୍ଟାକୁ ଅଧା କାଟି ଦେବେ। ଏହାପରେ ସେଥିରେ ସୋରିଷ, ଅଦା, ରସୁଣ ପେଷ୍ଟ , ହଳଦି ପାଉଡର, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ରସୁଣ, ପିଆଜ ଚପ୍‌, ଜିରା ପାଉଡର, ଲୁଣ , କଟା ଟମାଟୋ ପକାଇ ଗୋଳାଇ ଦେବେ।  ଏହାପରେ ପ୍ୟାନ୍‌ ଗରମ କରି ତେଲ ପକାଇବେ। ତେଲ ଗରମ ହେବା ପରେ ଅଣ୍ଟାକୁ ପକାଇବେ। ହାଲକା ଫ୍ରାଏ ହେବା ପରେ ଅଳ୍ପ ପାଣି ଦେଇ ୩,୪ ମିନିଟ ପର୍ଯ୍ୟନ୍ତ ଘୋଡ଼ଣୀ ଘୋଡ଼ାଇ ଦେବେ।

କିଛି ସମୟ ଫୁଟିବା ପରେ ପ୍ରସ୍ତୁତ ହୋଇଯିବ ଅଣ୍ଡା ବେସର ଚମଚମ। ଏବେ ଏହାକୁ ଗରମାଗରମ ପ୍ଲେଟରେ ସର୍ଭ କରନ୍ତୁ।

The post ଅଣ୍ଡା ବେସର ଚମଚମ appeared first on Odisha Reporter.



from Odisha Reporter https://ift.tt/2K5JEa0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages