ଆବଶ୍ୟକ ସାମଗ୍ରୀ: କନ୍ଦମୁଳ, ଚାଉଳ ଚୁନା, ଅଦାବଟା, ଗୋଲମରିଚ ଗୁଣ୍ଡ ଓ ଲୁଣ, ରିଫାଇନ ତେଳ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କନ୍ଦମୂଳକୁ ସିଝାଇ ରଖନ୍ତୁ। ତା’ ପରେ ସିଝା କନ୍ଦମୁଳରୁ ଚୋପା ଛଡ଼ାଇ ସେଥିରେ ଚାଉଳ ଚୁନା, ଅଦାବଟା, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ସେହି ଚକଟାକୁ ପିଠା ଆକାରରେ ଗଢ଼ି ରଖନ୍ତୁ। କରେଇରେ ତେଲ ଗରମ କରି ପିଠା ଛାଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା କନ୍ଦମୁଳ ପିଠା।
The post ଘରେ ପ୍ରସ୍ତୁତ କରନ୍ତୁ କନ୍ଦମୂଳ ପିଠା appeared first on Odisha Reporter.
from Odisha Reporter https://ift.tt/3rdvQLv
No comments:
Post a Comment