୧୦୦ରୁ ଅଧିକ କୁକୁଡ଼ା ଖାଇଗଲା କଲରାପତରିଆ ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

୧୦୦ରୁ ଅଧିକ କୁକୁଡ଼ା ଖାଇଗଲା କଲରାପତରିଆ ବାଘ

ପାଟଣାଗଡ଼(ଓଡ଼ିଶା ରିପୋର୍ଟର): କୁକୁଡ଼ା ଫାର୍ମରେ ବ୍ରଏଲର୍‌ ଓ ଦେଶୀ କୁକୁଡ଼ା ଖାଇଗଲା କଲରାପତରିଆ ବାଘ। ଗତକାଲି ରାତିରେ ଏପରି ଘଟଣା ପାଟଣାଗଡ ଖପ୍ରାଖୋଲ ବ୍ଲକ୍‌ର ରେଙ୍ଗାଲି ଗାଁରେ ଘଟିଛି। ଆଜି ସକାଳେ ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ବାଘଟି ୧୦୦ରୁ ଅଧିକ କୁକୁଡ଼ା ଖାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ବନ ବିଭାଗ କୁକୁଡ଼ା ଫାର୍ମ ଯାଇ ସ୍ଥିତି ଅନୁଧ୍ୟାନ କରିଛି। ଫାର୍ମ ନିକଟରେ ୫୦ରୁ ଅଧିକ ଦେଶୀ ଓ ବ୍ରଏଲ କୁକୁଡା, ହଂଶର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଏପରିକି ବାଘର ପାଦ ଚିହ୍ନ ଚିହ୍ନଟ କରାଯାଇଛି।

The post ୧୦୦ରୁ ଅଧିକ କୁକୁଡ଼ା ଖାଇଗଲା କଲରାପତରିଆ ବାଘ appeared first on Odisha Reporter.



from Odisha Reporter https://ift.tt/34jK7N1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages