ଚିଙ୍ଗୁଡି ଚକମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ଚିଙ୍ଗୁଡି ଚକମା

ସାଧାରଣତଃ ଚିଙ୍ଗୁଡି ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଘରେ ଏଥିରେ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ ହୁଏ । ତେବେ ଆମେ ଆପଣଙ୍କୁ ଚିଙ୍ଗୁଡିର ଏକ ନୂଆ ଚଟପଟା ଆଇଟମ ବିଷୟରେ କହିବୁ, ଯାହାର ନାଁ ହେଲା ଚିଙ୍ଗୁଡି ଚକମା । ତେବେ ଆସନ୍ତୁ ଜାଣିବା ଏହା କିଭଳି ରୋଷେଇ ହୁଏ ।

ସାମଗ୍ରୀ: ୫୦୦ ଗ୍ରାମ ଚିଙ୍ଗୁଡି, ଲଙ୍କା ପାଉଡର, ଜିରା ପାଉଡର, ଗରମ ମସଲା, ହଳଦୀ, ଲୁଣ, ତେଲ ଏବଂ ଭିନେଗାର, ଶୁଖିଲା ଲଙ୍କା ଓ ଜିରା ରସୁଣଙ୍କୁ ମିଶାଇ ଏକ ପେଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିରେ ୩ରୁ ୪ ଚାମଚ ବଟା ମସଲା ଗୋଳାନ୍ତୁ । ଏହାପରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ତା’ପାରେ ଛୋଟ ଚାମଚ ହଳଦୀ ଗୁଣ୍ଡ, ଅଧାଚାମ ଗରମ ମସଲା, ଅଧା ଚାମଚ ଜିରା ପାଉଡର ପକାଉ ଚିଙ୍ଗୁଡିକୁ ଗୋଲାଇ ୫ରୁ ୧୦ ମିନିଟ ରଖନ୍ତୁ । ମସଲା ଭେଦି ହେଲା ପରେ ଚିଙ୍ଗୁଡିକୁ ଗରମ ତେଲରେ ଫ୍ରାଏ କରନ୍ତୁ । ୫ରୁ ୧୦ ମିନିଟ ଫ୍ରାଏ କରିବା ପରେ ସେଥିରେ ଅଳ୍ପ ଗରମ ମସଲା ପକାନ୍ତୁ। ଏହାପରେ ଗରମ ଗରମ ପ୍ଲେଟର ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

The post ଚିଙ୍ଗୁଡି ଚକମା appeared first on Odisha Reporter.



from Odisha Reporter https://ift.tt/2VWFbZC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages