ପାକିସ୍ତାନରେ ସବୁଠାରୁ ଚିନ୍ତାଜନକ ରହିଛି ରୋଷେଇ ଗ୍ୟାସର ଅଭାବ। ପାକିସ୍ତାନରେ ରୋଷେଇ ଗ୍ୟାସ ଏବେ ସହଜରେ ଓ ଚାହିଦା ମୁତାବକ ମିଳୁନାହିଁ। ତେଣୁ ଜାଳେଣି ଗ୍ୟାସର ଅଭାବରୁ ବର୍ତ୍ତିବା ପାଇଁ ପଡ଼ୋଶୀ ରାଷ୍ଟ୍ରର ଲୋକେ ଗୋଟିଏ ଓଳି ରୋଷେଇ କରୁଛନ୍ତି। ଏହାସହିତ ପନିପରିବା ବଜାରରେ ବି ଅତ୍ୟଧିକ ଦରବୃଦ୍ଧି ଲୋକଙ୍କ ଚିନ୍ତା ବଢାଇଛି ।
The post ପାକିସ୍ତାନରେ ଓଳିଏ ଖାଉଛନ୍ତି ଲୋକେ ! appeared first on Odisha Reporter.
from Odisha Reporter https://ift.tt/3rsZRqG
No comments:
Post a Comment