୧୭ ଡିସେମ୍ବର, ଗୁରୁବାର: ପରିବାରରେ ଖୁସିର ବାତାବରଣ ଦେଖାଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

୧୭ ଡିସେମ୍ବର, ଗୁରୁବାର: ପରିବାରରେ ଖୁସିର ବାତାବରଣ ଦେଖାଯିବ

ମେଷ: ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରା ଶୁଭପ୍ରଦ ହେବ। ପରିବାରରେ ଖୁସିର ବାତାବରଣ ଦେଖାଯିବ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ।

ବୃଷ: ସ୍ଵଳ୍ପ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ବନ୍ଧୁଙ୍କ ପ୍ରତିଶୃତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ:କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବ। କାରବାର ସ୍ଥିତିରେ ସୁଧାର ଆସିବାରୁ ମନ ଖୁସି ରହିବ। ନୂତନ କାର୍ଯ୍ୟରେ ହାତ ଦେଲେ ବିଫଳ ହୋଇପାରନ୍ତି।

କର୍କଟ: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଶତ୍ରୁମାନଙ୍କ ସହ ମୁକାବିଲା କରି ନୂଆ ନିଯୁକ୍ତିର ସୁଯୋଗ ପାଇବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ସିଂହ:ସାମାଜିକ ସ୍ତରରେ ସମ୍ମାନଲାଭ ବୃଦ୍ଧି ପାଇବ। ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟି ଯାଇ ଉତ୍ତମ ଯୋଜନାବଦ୍ଦ ହେବାର ସମ୍ଭାବନା ଅଛି। ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ।

କନ୍ୟା: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ନିଜ ଚେଷ୍ଟାରେ କାର୍ଯ୍ୟ କରି ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ।

ତୁଳା:ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ଉନ୍ନତି ହେବ। ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ।ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ।

ବିଛା: ଶୁଭ ସମାଚାର ମିଳିବା ସହ ନିଜଲୋକ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ଆନନ୍ଦିତ ହେବେ।
ମିଠା ଖାଇ ଘରୁ ବାହାରନ୍ତୁ।

ଧନୁ:ପିଲାମାନେ ମନ ଦେଇ ପାଠ ପଢ଼ିବେ। :ଗୃହକୁ ବନ୍ଧୁଙ୍କ ଆଗମନ ହେବ ଯାହାଫଳରେ ମନ ଖୁସି ରହିବ।  ବିରୋଧୀମାନେ ଦୂରେଇଯିବା ଫଳରେ ଅଟକି ଯାଇଥିବା କାର୍ଯ୍ୟ ଚାଲୁ କରିପାରିବେ।

ମକର: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସୂଚନା ପାଇବା ସହ ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ। ବ୍ୟବସାୟରେ ବକେୟା ଅର୍ଥ କିଛି ଆଦାୟ ହେବ। ଶୁଭ କର୍ମର ଯୋଗ ଦେଇ ପାରନ୍ତି।

କୁମ୍ଭ: ଅର୍ଥ ସମ୍ପର୍କିତ କାର୍ଯ୍ୟରେ ସଫଳତା ମନକୁ ପ୍ରସନ୍ନ ରଖିବ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ।  ରାସ୍ତା ଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ।

ମୀନ:ସ୍ଵ।ସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ।  ଅର୍ଥ ସମ୍ପର୍କୀୟ କଥା ହେବା ପାଇଁ ସମୟ ପ୍ରାୟ ଅନୁକୂଳ ରହିବ ଆକସ୍ମିକ ଅର୍ଥ ଲାଭ ହେବ।

The post ୧୭ ଡିସେମ୍ବର, ଗୁରୁବାର: ପରିବାରରେ ଖୁସିର ବାତାବରଣ ଦେଖାଯିବ appeared first on Odisha Reporter.



from Odisha Reporter https://ift.tt/3agdF1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages