ହୃଦଘାତରେ ବିଡିଓଙ୍କ ମୃତ୍ୟୁ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 16, 2020

ହୃଦଘାତରେ ବିଡିଓଙ୍କ ମୃତ୍ୟୁ!

ଭଦ୍ରକ (ପାର୍ଥସାରଥୀ ନାୟକ): ରାତିରେ ହଠାତ୍‌ ପଡ଼ୋଶୀଙ୍କ ପାଖକୁ ଫୋନ୍‌ କଲ୍‌ ଆସିଲା। ଆଉ ଫୋନ୍‌ କଲ ପାଇଁ ପଡ଼ୋଶୀମାନେ କ୍ୱାର୍ଟର୍ସରେ ପହଞ୍ଚି ଭଦ୍ରକ ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ, ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ 2019 ମସିହା ଡିସେମ୍ବର ମାସରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗଦେଇଥିଲେ। ସେ ବ୍ଲକ ସରକାରୀ କ୍ୱାର୍ଟର୍ସରେ ରହୁଥିଲେ। ତେବେ ବିଳମ୍ବିତ ରାତିରେ ଅସୁସ୍ଥତା ନେଇ ସେ ଫୋନରେ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ ତାଙ୍କୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି।

The post ହୃଦଘାତରେ ବିଡିଓଙ୍କ ମୃତ୍ୟୁ! appeared first on Odisha Reporter.



from Odisha Reporter https://ift.tt/34kPbkh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages