ନିଆଳି (ବିଜୟ ମିଶ୍ର): ବହୁ ଦିନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନ୍ମେଣ୍ଟ କଟକଣା। କଟକ ଜିଲ୍ଲା ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଟକ ଉପଜିଲ୍ଲାପାଳ ଏହି ଗାଁକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
ନୂଆସାହି ଗାଁରେ କରୋନାରେ ଜଣଙ୍କ ମୃତ୍ୟୁ ଘଟିବା ଓ ୧୩ ଜଣ ପଜିଟିଭ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ଉପଜିଲ୍ଲାପାଳଙ୍କ ପୂରା ଗାଁକୁ ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
The post ରାଜ୍ୟରେ ପୁଣି ଫେରିଲା କଣ୍ଟେନ୍ମେଣ୍ଟ୍ appeared first on Odisha Reporter.
from Odisha Reporter https://ift.tt/2KWZvry
No comments:
Post a Comment