ସାଂଘାତିକ କଳି: ହେମଦସ୍ତାରେ ଆଈକୁ ଛେଚି ଦେଲା ନାତୁଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 25, 2020

ସାଂଘାତିକ କଳି: ହେମଦସ୍ତାରେ ଆଈକୁ ଛେଚି ଦେଲା ନାତୁଣୀ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘରୋଇ କଳିକୁ କେନ୍ଦ୍ର କରି ନାତୁଣୀର ହେମଦସ୍ତା ମାଡ଼ରେ ଆଖୁ ବୁଜିଛି ଆଈ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି।

ଗତରାତିରେ ଆଈ ଓ ୧୬ ବର୍ଷୀୟା ନାତୁଣୀ ଗୋଟିଏ ଘରେ ଶୋଇଥିଲେ। ମାତ୍ର ସାମାନ୍ୟ କଥାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ଉତ୍ତକ୍ତ୍ୟ ନାତୁଣୀ ପାଖରେ ଥିବା ଏକ ହେମଦସ୍ତାରେ ଆଈ ମୁଣ୍ଡକୁ ଛେଚି ଦେଇଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ  ସକାଳେ ଘଟଣା ସମ୍ପର୍କରେ ଜାଣି ପାରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

The post ସାଂଘାତିକ କଳି: ହେମଦସ୍ତାରେ ଆଈକୁ ଛେଚି ଦେଲା ନାତୁଣୀ appeared first on Odisha Reporter.



from Odisha Reporter https://ift.tt/3rE1Pou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages