ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ତଳମୁହାଁ ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୯.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ୧୧ ଡିଗ୍ରୀ ଛୁଇଁଛି ପାରଦ । ୧୩ ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ଥିବା ନେଇ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ସମେତ କଟକର କିଛି ସ୍ଥାନରେ କୁହୁଡି ଯୋଗୁ ଯାତାୟତରେ ବାଧା ଉପୁଜିଛି । ଘନ କୁହୁଡ଼ି ଯୋଗୁଁ ଗାଡ଼ି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଅଳ୍ପ କେଇ ମିଟର ଦୂରରୁ ରାସ୍ତାଘାଟ ଦେଖାଯାଉନି।
The post ରାଜ୍ୟରେ ତଳମୁହାଁ ପାରଦ, ୧୫ ଡିଗ୍ରୀ ତଳେ ୧୩ ସହର appeared first on Odisha Reporter.
from Odisha Reporter https://ift.tt/3n4cMgk
No comments:
Post a Comment