ଚାହୁଁ ଚାହୁଁ ଜଳିଗଲା ଫଳ ମାର୍କେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 17, 2020

ଚାହୁଁ ଚାହୁଁ ଜଳିଗଲା ଫଳ ମାର୍କେଟ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ବଲାଙ୍ଗିରର ଫଳ ବଜାରରେ ଗତକାଲି ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ବ୍ୟାପୀ   ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବେଶ୍‌ କିଛି ଘଣ୍ଟାର ପରିଶ୍ରମ ପରେ  ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ।

ନିଆଁର ପ୍ରଭାବ ଏତେ ଅଧିକା ଥିଲା ଯେ,  କିଛି ସମୟ ମଧ୍ୟରେ ନିଆଁ ପୂରା ବଜାରକୁ ମାଡ଼ି ଯାଇଥିଲା ।

The post ଚାହୁଁ ଚାହୁଁ ଜଳିଗଲା ଫଳ ମାର୍କେଟ appeared first on Odisha Reporter.



from Odisha Reporter https://ift.tt/2WqM3yJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages