ବିନିକା(ଓଡ଼ିଶା ରିପୋର୍ଟର): ୧୮ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ହାତୀ ଚଳାଇଛନ୍ତି ଉପଦ୍ରବ । ଏହି ଅଞ୍ଚଳରେ ହାତୀ ପଲ ପଶି ଚାଷ ଜମିରେ ଉପଦ୍ରବ ଚଳାଇଛନ୍ତି । ସନ୍ଧ୍ୟା ହେଲେ ଜଙ୍ଗଲରୁ ହାତୀ ପଲ ଆସି ଧାନବିଲରେ ପଶୁଛନ୍ତି । ହାତୀଙ୍କ ଉପଦ୍ରବ ଯୋଗୁ ଲୋକେ ଭୟଭୀତ ହୋଇପଡିଛନ୍ତି ।
ଗତ କାଲି ରାତିରେ ପ୍ରାୟ ୪୦ଟି ହାତୀ ଜିଲ୍ଲାର ଉଲୁଣ୍ଡା ପଟରୁ ମହାନଦୀ ପାରହୋଇ ପାଲିପଡା, ଉଲ୍ଲେ, ରହିଲା, ପାପକ୍ଷୟ ଆଦି ଅଞ୍ଚଳରେ ପଶି ଫସଲ ନଷ୍ଟ କରିଛନ୍ତି ।
The post ସନ୍ଧ୍ୟା ହେଲେ ଘାରୁଛି ହାତୀ ଚିନ୍ତା appeared first on Odisha Reporter.
from Odisha Reporter https://ift.tt/3lIG8PY
No comments:
Post a Comment