୧୭ ରୁ ଆଡିଲେଡର ଫାଷ୍ଟ ଆଉ ବାଉନ୍ସି ଟ୍ରାକରେ ଐତିହାସିକ ଡେ ନାଇଟ୍ ମ୍ୟାଚ୍ ଖେଳି ଟେଷ୍ଟ ସିରିଜର ଶୁଭାରମ୍ଭ କରିବ ଭ୍ରମଣକାରୀ ଦଳ । କ୍ୟୁରେଟର୍ ଡାମିଆନ୍ ହଗଙ୍କ କହିବା ଅନୁସାରେ ପାଞ୍ଚଦିନିଆ ପିଙ୍କ୍ ବଲ୍ ମ୍ୟାଚ୍ ପାଇଁ ଆଡିଲେଡର ପିଚ୍ ଏଥର ଘାସୁଆ ରହିବ। ଅର୍ଥାତ୍ ପିଚର ଉଭୟ ପଟୁ ଫାଇଦାରେ ରହିବେ ଦ୍ରୁତ ବୋଲର୍।
The post ୧୭ରୁ ଏସିଡ୍ ‘ଟେଷ୍ଟ୍’ appeared first on Odisha Reporter.
from Odisha Reporter https://ift.tt/3a4FU3n
No comments:
Post a Comment