ପାକିସ୍ତାନର ପ୍ରତିଷ୍ଠାତାଙ୍କ ନାଁରେ ମଦ ବୋତଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ପାକିସ୍ତାନର ପ୍ରତିଷ୍ଠାତାଙ୍କ ନାଁରେ ମଦ ବୋତଲ

ଇସଲାମାବାଦ: ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା। ଏବେ ତାଙ୍କ ନାମ ଏକ ମଦ ବୋତଲରେ ଲେଖାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ବୋତଲ ଉପରେ ଜିନ୍ନାଙ୍କ ବାବଦରେ ମଧ୍ୟ ଲେଖା ହୋଇଛି। ଜଣେ ଟ୍ୱିଟର ୟୁଜର ଏଭଳି ପୋଷ୍ଟ କରିଛନ୍ତି। ସେଥିରେ ୟୁଜର ଜଣଙ୍କ ଲେଖିଛନ୍ତି ଏହି ବ୍ୟକ୍ତିଙ୍କୁ ମନେ ପକେଇଲେ ବହୁତ ଆନନ୍ଦ ମିଳେ। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏହି ମଦ କମ୍ପାନୀର ସତ୍ୟତା ଜଣାପଡ଼ି ନାହିଁ।

ମଦ ବୋତଲ ଉପରେ ଲେଖାହୋଇଛି ଯେ ମହମ୍ମଦ ଅଲ୍ଲୀ ଜିନ୍ନା ପାକିସ୍ତାନର ପ୍ରତିଷ୍ଠାତା ଥିଲେ। ୧୯୪୭ ମସିହାରେ ଏହା ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ତିଆରି ହୋଇଥିଲା। ପାକିସ୍ତାନର ଚାରି ତାରକା ଜେନେରାଲ ମହମ୍ମଦ ଜିଆ-ଉଲ-ହକ ୧୯୭୭ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ପରାସ୍ତ କରିଥିଲେ।

The post ପାକିସ୍ତାନର ପ୍ରତିଷ୍ଠାତାଙ୍କ ନାଁରେ ମଦ ବୋତଲ appeared first on Odisha Reporter.



from Odisha Reporter https://ift.tt/33waoak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages