ସଲମାନ୍ ଖାନ୍ ତାଙ୍କ 55ତମ ଜନ୍ମଦିନ ପାଳନ କରିଛନ୍ତି । ମୁମ୍ବାଇସ୍ଥିତ ପାନଭେଲା ଫାର୍ମ ହାଉସରେ ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଏଥିରେ ବଲିଉଡର କିଛି କଳାକର ସାମିଲ ହୋଇଥିଲେ ।
The post ହାପି ବର୍ଥଡେ ଭାଇଜାନ୍ appeared first on Odisha Reporter.
from Odisha Reporter https://ift.tt/38AkKrv
No comments:
Post a Comment