ଘରେ ପ୍ରସ୍ତୁତ କରନ୍ତୁ ଚିକେନ ବଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ବଲ୍‌

ଆବଶ୍ୟକ ସାମଗ୍ରୀ; ଚିକେନ କିମା, କଟା ପିଆଜ, କଟା ଧନିଆପତ୍ର, କର୍ଣ୍ଣଫ୍ଲୋର, କଟା ରସୁଣ, କଟା କଞ୍ଚାଲଙ୍କା, ଲେମ୍ବୁରସ, ହଳଦି ଗୁଣ୍ଡ,  ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ଓ ରିଫାଇନ୍‌ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଦେଶୀ ଚିକେନ କିମାକୁ ଭଲ ଭାବେ ଧୋଇ ରଖନ୍ତୁ।  ଏହାପରେ ସେଥିରେ ଅଳ୍ପ ତେଲ, କଟା ପିଆଜ, କଟା ଧନିଆପତ୍ର, କର୍ଣ୍ଣଫ୍ଲୋର, କଟା ରସୁଣ, କଟା କଞ୍ଚାଲଙ୍କା, ଲେମ୍ବୁରସ, ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ।

ଚିକେନ କିମାରେ ସବୁ ମସଲ ମିଶିବା ପରେ ଏହାକୁ  ଛୋଟ ଛୋଟ ଗୋଲ କରି ଗଢ଼ି ରଖନ୍ତୁ।  କରେଇରେ ତେଲ ଗରମ କରି ଗଢ଼ିଥିବା ବଲ୍‌କୁ ଭଲ ଭାବେ ଛାଣି ଦିଅନ୍ତୁ। ଏଥର ପ୍ରସ୍ତୁତ ହୋଇଯିବ ଚିକେନ ବଲ୍‌। ଗରମାଗରମ ଚିକେନ୍‌ ବଲକୁ ସସ୍‌ ସହିତ ପରଷନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ଚିକେନ ବଲ୍‌ appeared first on Odisha Reporter.



from Odisha Reporter https://ift.tt/33YTaT5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages