ପୂର୍ବତନ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ପୂର୍ବତନ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ୍

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଭିଜିଲାନ୍ସ ଚଢ଼ଉ। ଏଠାକାର ଇନ୍ଦ୍ରାବତୀ ପ୍ରକଳ୍ପର ପୂର୍ବତନ ଡ୍ରାଇଭର ରମେଶ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କର ଧର୍ମଗଡ଼ ସ୍ଥିତ କଲେଜ ରାସ୍ତାରେ ଥିବା ନିଜସ୍ୱ ଘରେ ଓ ଜୁନାଗଡ଼ସ୍ଥିତ ଗେଷ୍ଟ ହାଉସରେ ଭିଜିଲାନ୍ସ ଚଢ଼ଉ କରିଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଛି। ଏହି ଚଢ଼ଉରେ କଳାହାଣ୍ଡି, ନୂଆପଡ଼ା ଏବଂ ମାଲକାନଗିରି ଭିଜିଲାନ୍ସ ସାମିଲ ହୋଇଛନ୍ତି। ତେବେ ତାଙ୍କ ଘରୁ କେତେ ପରିମାଣର ଟଙ୍କା କିମ୍ବା ଆଉ କିଛି ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି କି ନାହିଁ, ତାହା ଜଣାପଡ଼ିନାହିଁ।

The post ପୂର୍ବତନ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ୍ appeared first on Odisha Reporter.



from Odisha Reporter https://ift.tt/3pAcezK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages