GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ‌

ରାଉରକେଲା(ପବନ ତିୱାରୀ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା GST ଅଫିସରେ କାର୍ଯ୍ୟରତ ଅଲେଖ ମହାନନ୍ଦଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ରେଡ୍ ହୋଇଛି। ଅଲେଖ ମହାନନ୍ଦ GST ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି l

ଛେଣ୍ଡ କଲୋନୀ ଫେଜ୍-୧ଅଞ୍ଚଳରେ ଅଲେଖ ମହାନନ୍ଦ ରୁହନ୍ତି l ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ଏହି ରେଡ୍‌ରେ‌ ସାମିଲ୍ ଅଛନ୍ତି I

The post GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ‌ appeared first on Odisha Reporter.



from Odisha Reporter https://ift.tt/38nq55u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages