ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ

ବାଲିଗୁଡ଼ା(ଅଜିତ ଦାସ): ଚଳନ୍ତା ଘରୋଇ ବସ୍‌ରେ ଲାଗିଗଲା ନିଆଁ । ହୁତୁହୁତୁ ହୋଇ ରାସ୍ତା ଉପରେ ଜଳିଲା ଯାତ୍ରୀବାହୀ ବସ୍‌ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା କ. ନୂଆଗାଁ kanjamendi ଛକ ୫୯ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।

ରୁଦ୍ରକାଳୀ ନାମକ ବସଟି ସକାଳୁ ସକାଳୁ ବାଲିଗୁଡାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା । କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଜଣାପଡିନାହିଁ । ହଠାତ ନିଆଁ ଲାଗିବା ପରେ ବସ୍‌ରେ ଥିବା ଯାତ୍ରୀ ପ୍ରାଣ ବିକଳରେ ଓହ୍ଲାଇ ପଡ଼ିଥିଲେ ।

ଯାନ୍ତ୍ରୀକ ତ୍ରୁଟି ଯୋଗୁ ବସ୍‌ଟି ଜଳି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ।

The post ଚଳନ୍ତା ବସ୍‌ରେ ଲାଗିଗଲା ନିଆଁ appeared first on Odisha Reporter.



from Odisha Reporter https://ift.tt/2XqLBRC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages