ମଉଳା ଫୁଲରୁ ମହକୁଛି ଧୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ମଉଳା ଫୁଲରୁ ମହକୁଛି ଧୂପ

ମନ୍ଦିରରେ ଠାକୁରଙ୍କୁ ଲାଗୁଥିବା ଫୁଲ ବାସି ହୋଇଯିବା ପରେ ତାକୁ ସଂଗ୍ରହ କରି କାଗଜ ଟୁକୁରାର ସହାୟତାରେ ଶିବାନୀ ପ୍ରସ୍ତୁତ କରନ୍ତି ଧୂପକାଠୀ। ଉଚ୍ଚ ଶିକ୍ଷା ଓ ଚାକିରୀ ପାଇଁ ଦୁର୍ବଳତା ନ ରଖି ନିଜେ କିଛି କରି ଦେଖାଇବାର ଏହି ଝୁଙ୍କ୍ ଯୋଗୁଁ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଯୁବ ଉଦ୍ୟୋଗୀ ଶିବାନୀ।

The post ମଉଳା ଫୁଲରୁ ମହକୁଛି ଧୂପ appeared first on Odisha Reporter.



from Odisha Reporter https://ift.tt/35PNUlS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages