ନବେ ଦଶକର ସୁପରହିଟ୍ ଗୀତ ସାଙ୍ଗକୁ ଲଦାଖର ସ୍ୱର୍ଗୀୟ ସ୍ପର୍ଶ। ଦେଶଭକ୍ତିର ଜାଗରଣ କରୁଛି ସେନାଦିବସରେ ଆସିଥିବା ସନ୍ଦେଶେ ଆତେ ହେଁର ନୂଆ ଭର୍ସନ୍। ଜେପି ଦତ୍ତଙ୍କ ସିନେମା ‘ବର୍ଡର’ର ଗୀତ ଆସିଛି ନୂଆ ରୂପରେ। ମନ ଜିଣୁଛି ଗୀଟାର ସହିତ ଦୁଇ ଲଦାଖ କଣ୍ଠଶିଳ୍ପୀଙ୍କ ଯୁଗଳବନ୍ଦୀ
The post ମନ ଜିଣୁଛି ଲଦାଖର ସନ୍ଦେଶ appeared first on Odisha Reporter.
from Odisha Reporter https://ift.tt/2NfC4eo
No comments:
Post a Comment