ଫେବୃଆରି ୧୫ରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ଫେବୃଆରି ୧୫ରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ

କଟକ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ହେବ  କରୋନା କଟକଣା ହେତୁ ବନ୍ଦ ରହିବା ପରେ  ଫେବୃଆରି ୧୫ ତାରିଖରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ । SOP ପାଳନ ସହିତ ହାଇକୋର୍ଟ ସମେତ ଅନ୍ୟ କୋର୍ଟ ଓ ଟ୍ରିବ୍ୟୁନାଲରେ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବ୍ୟକ୍ତିଗତ ଭାବେ ହାଜିରା ସହିତ ଜଣେ ଚାହିଁଲେ ଭର୍ଜୁଆଲ୍ ପ୍ଲାଟଫର୍ମରେ ମଧ୍ୟ ଅଦାଲତଙ୍କ ନିକଟରେ ହାଜର ହୋଇପାରିବ  । ତେବେ କେଉଁ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ହାଜର ହେବ, ସେ ସଂପର୍କରେ ତା ପୂର୍ବ ଦିନ ଓକିଲଙ୍କ ଜରିଆରେ ରେଜିଷ୍ଟ୍ରିଙ୍କୁ ଅବଗତ କରିବାକୁ ପଡ଼ିବ । ଏ ସଂପର୍କରେ ପୂର୍ବ ସଂଧ୍ୟାରେ ରେଜିଷ୍ଟ୍ରିଙ୍କୁ କହିବାକୁ ସମସ୍ତ ଓକିଲଙ୍କୁ କୁହାଯାଇଛି।

The post ଫେବୃଆରି ୧୫ରୁ ସ୍ୱାଭାବିକ ଭାବେ ଚାଲିବ ରାଜ୍ୟର ସମସ୍ତ ଅଦାଲତ appeared first on Odisha Reporter.



from Odisha Reporter https://ift.tt/2YsrDXc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages