ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ୪ ଗୁରୁତରଙ୍କୁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି ।
The post RSPରେ ଗ୍ୟାସ୍ ଲିକ୍, ୧୦ ଅସୁସ୍ଥ appeared first on Odisha Reporter.
from Odisha Reporter https://ift.tt/3bkBuFY
No comments:
Post a Comment