୨ରୁ ୨ ଗଲେ କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

୨ରୁ ୨ ଗଲେ କେତେ?

ଶିକ୍ଷକ: ଆଚ୍ଛା ପିଲାଏ, ୨ରୁ ୨ ଫେଡ଼ିଲେ କେତେ ହେବ?
ପପୁ: ବୁଝି ପାରିଲିନି ସାର୍‌?
ଶିକ୍ଷକ: ଆରେ ପପୁ, ଧରିନେ ମୁଁ ତୋତେ ୨ଟି ରୁଟି ଦେଇଥିଲି। ଆଉ ତୁ ଦୁଇଟି ଯାକ ଖାଇ ଦେଲୁ। ତା’ପରେ ତୁମ ପାଖରେ ଆଉ କ’ଣ ରହିଲା?
ପପୁ: ତରକାରି।
……………………………………………………………………………………………………………………………….

ଶିକ୍ଷକ: ପିଲାଏ, ଏମିତି କିଛି ଜାଗାର ନାଁ କୁହ ଯେଉଁଠି ବହୁତ ଲୋକ ଥିବା ସତ୍ତ୍ୱେ ତୁମେ ଏକୁଟିଆ ଅନୁଭବ କର?
ପପୁ ଚଟାପଟ୍‌ ଉଠିପଡ଼ି କହିଲା- ସାର୍‌, ପରୀକ୍ଷା ହଲ୍‌।
………………………………………………………………………………………………………………………………….

ଶିକ୍ଷକ: କେଉଁ ଦେଶ ‘I Love You’ ଆବିଷ୍କାର କରିଥିଲା?
ପପୁ: ଚୀନ।
ଶିକ୍ଷକ: କେମିତି?
ପପୁ: କାରଣ ‘I Love You’ରେ ଚୀନର ସବୁ ଗୁଣ ରହିଛି। ଏଥିରେ କିଛି ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ। ଠିକ୍‌ ରହିଲେ ଜହ୍ନ ପର୍ଯ୍ୟନ୍ତ ଚାଲିବ, ନହେଲେ ସନ୍ଧ୍ୟା ବେଳକୁ ଶେଷ।
………………………………………………………………………………………………………………………………

ପପୁ: ଆଜି ଟିଭିରେ ୩୦ ଫୁଟ୍‌ର ସାପ ଦେଖିଲି।
ପିଣ୍ଟୁ: ଦୁର୍ଭାଗ୍ୟ, ମୁଁ ଦେଖିପାରିବନି।
ପପୁ: କାହିଁକି?
ପିଣ୍ଟୁ: କାରଣ ଆମ ଘରେ ୨୧ ଇଞ୍ଚର ଟିଭି ଅଛି।
……………………………………………………………………………………………………………………………….

(ସୌଜନ୍ୟ- ଦୈନିକ ଜାଗରଣ)

The post ୨ରୁ ୨ ଗଲେ କେତେ? appeared first on Odisha Reporter.



from Odisha Reporter https://ift.tt/3ktfKdR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages