ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସହକର୍ମୀଙ୍କୁ ଜେଲ ୱାଡରଙ୍କ ଆକ୍ରମଣ। ସମ୍ବଲପୁର ମଣ୍ଡଳ କାରାଗାରରେ ୨ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡେଇଥିବା ଅଭିଯୋଗ ହୋଇଛି। କାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ କରିଛନ୍ତି। ଏନେଇ ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ ର୍ୱାଡର ଅଶୋକ ଥାଟିଙ୍କୁ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
The post ୨ ସହକର୍ମୀଙ୍କୁ ଜେଲ ୱାର୍ଡରଙ୍କ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3stGSfi
No comments:
Post a Comment