ଗାଁ ମୁହାଁ ହୋଇଥିଲା, ଶୁଖିଲା କୂଅରେ ପଡିଲା ଭାଲୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ଗାଁ ମୁହାଁ ହୋଇଥିଲା, ଶୁଖିଲା କୂଅରେ ପଡିଲା ଭାଲୁ

ନବରଙ୍ଗପୁର(ନବଘନ ବିଶୋୟୀ): ନବରଙ୍ଗପୁର ବ୍ଲକ ଦେଉଳା ଗାଁର ଏକ ପରିତକ୍ତ ଶୁଖିଲା କୂଅରେ ପଡିଛି ଭାଲୁ ।  ଗାଁର ବିଭିଷଣ ମାଳିଙ୍କ ପରିବା ବାଡ଼ ପଛରେ ଥିବା ଶୁଖିଲା କୂଅରେ ଭାଲୁଟି ପଡିଯାଇଛି । ଏ ନେଇ ଗାଁ ଲୋକ ବନ ବିଭାଗକୁ ଖବର ଦେବା ପରେ ଭାଲୁକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ଭାଲୁକୁ ଦେଖିବାକୁ ଲୋକଙ୍କ ଗହଳି।

ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି ।  ଦିନକୁ ଦିନ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ଛାଡି ଭାଲୁ ଗାଁ ମୁହାଁ  ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳୁଛି।

The post ଗାଁ ମୁହାଁ ହୋଇଥିଲା, ଶୁଖିଲା କୂଅରେ ପଡିଲା ଭାଲୁ appeared first on Odisha Reporter.



from Odisha Reporter https://ift.tt/3sh1wPQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages