ଜଗନ୍ନାଥ ଓ ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 26, 2021

ଜଗନ୍ନାଥ ଓ ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍

ବାଲିଗୁଡା ( ଅଜିତ ନାୟକ): ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। କନ୍ଧମାଳ ଜିଲ୍ଲା ବାଲିଗୁଡାର ୨ଟି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ସୁନା ଅଳଙ୍କାର ସହ ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ। ଜଗନ୍ନାଥ ମନ୍ଦିର ସହ ସହରର ଦକ୍ଷିଣ କାଳୀ ମନ୍ଦିରରୁ ମଧ୍ୟ ମାଆଙ୍କ ସୁନା ଅଳଙ୍କାର ଚୋରି ହୋଇଛି। ମନ୍ଦିର କବାଟ ଭାଙ୍ଗି ଲୁଟ୍ ହୋଇଛି। ମୁଖା ପିନ୍ଧି ଲୁଟେରାମାନେ ଏହି ଚୋରି କରିଛନ୍ତି। ସିସିଟିଭିରେ ଲୁଟର ପୁରା ଘଟଣା କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି।

The post ଜଗନ୍ନାଥ ଓ ଦକ୍ଷିଣ କାଳୀ ମନ୍ଦିରରୁ ଲୁଟ୍ appeared first on Odisha Reporter.



from Odisha Reporter https://ift.tt/3uE6fNq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages