ସାମଗ୍ରୀ: ଚିକେନ, ଅଦା, ରସୁଣ, ପୋଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ବଟା, ଦହି, ଲେମ୍ବୁରସ, ସ୍ୱାଦ ଅନୁସାରେ ଲୁଣ, ରିଫାଇଲ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଧୋଇ ସେଥିରେ ଅଦା ରସୁଣ ବଟା, ପୋଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା ବଟା, ଦହି, ଲେମ୍ବୁରସ, ସ୍ୱାଦ ଅନୁସାରେ ଲୁଣ ପକାଇ ମ୍ୟାରିନେଟ କରନ୍ତୁ। ପ୍ୟାନ୍ରେ ତେଲ ଗରମ କରି ମ୍ୟାରିନେଟ ଚିକେନକୁ ଭଲ ଭାବେ ଫ୍ରାଏ କରନ୍ତୁ। ଚିକେନ ଫ୍ରାଏ ହେବା ପରେ ତାକୁ ସ୍ପୋକ୍ରେ ଗୁନ୍ଥି ନିଆଁରେ ପୋଡ଼ନ୍ତୁ। ଏଥର ପ୍ରସ୍ତୁତ ହୋଇଗଲା ପାହାଡ଼ି ଚିକେନ ପୋଡ଼ା।
The post ପାହାଡ଼ି ଚିକେନ ପୋଡ଼ା appeared first on Odisha Reporter.
from Odisha Reporter https://ift.tt/3tz8rFq
No comments:
Post a Comment