ବିଦ୍ୟା-ଜ୍ଞାନ-ଦାୟୀ ସରସ୍ୱତୀ ମନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ବିଦ୍ୟା-ଜ୍ଞାନ-ଦାୟୀ ସରସ୍ୱତୀ ମନ୍ତ୍ର

୧. ସରସ୍ୱତୀ ବୀଜ ମନ୍ତ୍ର-  ଓଁ ଐଂ ମହାସରସ୍ୱତୈଃ ନମଃ।

୨. ମହାସରସ୍ୱତୀ ମନ୍ତ୍ର- ଓଁ ଐଂ ହ୍ଲିଂ କ୍ଳିଂ ମହାସରସ୍ୱତୀ ଦେବୈ ନମଃ।

୩. ସରସ୍ୱତୀ ସିଦ୍ଧି ମନ୍ତ୍ର- ସରସ୍ୱତୀ ନମସ୍ତୁଭ୍ୟଂ ବରଦେ କାମରୂପୀଣୀଂ, ବିଦ୍ୟାରମ୍ଭଂ କରିଷ୍ୟାମୀ ସିଦ୍ଧିର୍ଭବତୁ ମେ ସଦା।

୪. ସରସ୍ୱତୀ ବୁଦ୍ଧିଜ୍ଞାନ ମନ୍ତ୍ର- ଶୁକ୍ଳାଂ ବ୍ରହ୍ମବିଚାରସାରପରମାଂଦ୍ୟାଂ ଜଗଦ୍ଦବ୍ୟାପନୀଂ, ବୀଣା-ପୁସ୍ତକ-ଧାରିଣୀମଅଭୟଦାଂ ଜାଡ୍ୟାନ୍ଧକାରପହାମ, ହସ୍ତେ ସ୍ଫଟିକମାଳିକାଂ ବିଧଦତିଂ ପଦ୍ମାସନେ ସଂସ୍ଥିତାମ, ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ।

୫. ସରସ୍ୱତୀ ସଫଳତା ମନ୍ତ୍ର- ଓଁ ଏନ ବାଗଦେବୈ ଚ ବିଦ୍ମହେ କାମରାଜାୟ ଧିମହି! ତନ୍ନୋ ଦେବୀ ପ୍ରଚୋଦୟାତ।

୬. ସରସ୍ୱତୀ ବିଦ୍ୟା ମନ୍ତ୍ର- ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ, ବିଦ୍ୟାରୂପେ ବିଶାଳାକ୍ଷୀ ବିଦ୍ୟାଂ ଦେହି ନମସ୍ତୁତେ।

୭. ସରସ୍ୱତୀ ଜ୍ଞାନ ମନ୍ତ୍ର- ବଦ ବଦ ବାଗବାଦିନୀ ସ୍ୱାହାଃ।

୮. ସରସ୍ୱତୀ ବୁଦ୍ଧି ମନ୍ତ୍ର- ଓଁ ଐଂ ହ୍ରିଂ ଶ୍ରୀଂ ବାଗଦେବୈ ସରସ୍ୱତୈ ନମଃ।

୯. ଋଗବେଦୀୟ ସରସ୍ୱତୀ ମନ୍ତ୍ର- ପାବକା ନଃ ସରସ୍ୱତୀ ବାଜେଭିର୍ବାଜୀନିବତି। ଯଜ୍ଞଂ ବଷ୍ଟୁ ଧିୟାବସୁଃ।

୧୦. ସରସ୍ୱତୀ ବନ୍ଦନା- ଯା କୁନ୍ଦେନ୍ଦୁତୁଷାରହାରଧବଳା ଯା ଶୁଭ୍ରବସ୍ତ୍ରାବୃତ୍ତା, ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା, ଯା ବ୍ରହ୍ମାଚ୍ୟୁତଶଙ୍କରପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା, ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ୍ୟାପହା।

The post ବିଦ୍ୟା-ଜ୍ଞାନ-ଦାୟୀ ସରସ୍ୱତୀ ମନ୍ତ୍ର appeared first on Odisha Reporter.



from Odisha Reporter https://ift.tt/3b4KkGg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages