ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ରାଲି ପାଇଁ ଟଙ୍କା ବଣ୍ଟାଯିବା ଅଭିଯୋଗ ହୋଇଛି। ଶୋଭାଯାତ୍ରାରେ ଯିବା ପାଇଁ ବାଇକ୍ ପିଛା ଶହେ ଟଙ୍କା ଲେଖାଏଁ ଦିଆଯାଇଛି । କ୍ୟାମେରାରେ କଏଦ ହୋଇଛି ଏହାର ଭିଜୁଆଲ । ବାଇକ ରାଲିରେ ସାମିଲ ହେବା ପାଇଁ ଜଣକ ପିଛା ଶହେ ଟଙ୍କା ଲେଖାଏଁ ବଣ୍ଟା ଯାଉଥିବାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଛି।
iଂବିଧାୟକଙ୍କ ରାଲିରେ ସାମିଲ ହେବା ପାଇଁ ଏହି ଟଙ୍କା ଦିଆଯାଉଥିବା ଅଭିଯୋଗ ହୋଇଛି। ରାଜନଗର ବିଧାୟକ ଧ୍ରୁବ ସାହୁ ଏକ ବିଶାଳ ଶୋଭାଯାତ୍ରା କରି ଡାମରପୁର, ଶ୍ରୀରାମପୁର, ବଳଭଦ୍ରପୁର ପଞ୍ଚାୟତ ବୁଲି ୨୦ କୋଟି ଟଙ୍କାର ୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । iଂ
The post ବାଇକ୍ ପିଛା ଶହେ ଟଙ୍କା ନିଅ, ବିଧାୟକଙ୍କ ରାଲିରେ ସାମିଲ ହୁଅ appeared first on Odisha Reporter.
from Odisha Reporter https://ift.tt/2OoLrZF
No comments:
Post a Comment