ଜହ୍ନି ଚିଙ୍ଗୁଡି ବାଟି ବସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ଜହ୍ନି ଚିଙ୍ଗୁଡି ବାଟି ବସା

ସାମଗ୍ରୀ, ଚିଙ୍ଗୁଡି ୫୦୦ ଗ୍ରାମା, ପିଆଜ, ଜହ୍ନି ୪ଟି, ଲୁଣ, କଞ୍ଚା ଲଙ୍କା, ୧ କପ୍ ସୋରିଷ ବଟା, ହଳଦୀ, ଲଙ୍କା ଗୁଣ୍ଡ, ପିଆଜ ୨ଟି, ଟମାଟୋ ୨ଟି, ଧନିଆ ପତ୍ର, ଲେମ୍ବୁ, ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡିରେ ଲେମ୍ବୁ ରସ ଓ ହଳଦୀ ଗୁଣ୍ଡ ପକାଇ ଅଧ ଘଣ୍ଟା ମାରିନେଟ କରି ରଖନ୍ତୁ। ପରେ ମାରିନେଟ ଚିଙ୍ଗୁଡିରେ କଟା ପିଆଜ, କଞ୍ଚା ଲଙ୍କା, କଟା ଜହ୍ନି, ସୋରିଷ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ଫାଳେ ଲମ୍ବୁ, ସ୍ୱାଦ ଅନୁସାରେ ଲୁଣ ଓ ଏକ ଚାମଚ ତେଲ ପକାଇ ଭଲଭାବେ ଗୋଳାଇ ରଖନ୍ତୁ । ମସଲା ସବୁ ଚିଙ୍ଗୁଡିରେ ମିଶି ଯିବା ପରେ ତାକୁ ଏକ ମାଟି ପାତ୍ରରେ ରଖି ଅଳ୍ପ ପାଣି ଦେଇ ଚୁଲି ଉପରେ ବସାନ୍ତୁ। ଏହାପରେ ମାଟି ପାତ୍ରଟିକୁ ଢ଼ାଙ୍କି ଦିଅନ୍ତୁ। କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଚିଙ୍ଗୁ ଜହ୍ନି ବାଟି ବସା।

ଜହ୍ନି ଚିଙ୍ଗୁଡି ତରକାରୀ

 

The post ଜହ୍ନି ଚିଙ୍ଗୁଡି ବାଟି ବସା appeared first on Odisha Reporter.



from Odisha Reporter https://ift.tt/3q0czeH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages