ନଟି କାମ କରି ନିର୍ଧୁମ ଛେଛା ଖାଇଲେ ମାମୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ନଟି କାମ କରି ନିର୍ଧୁମ ଛେଛା ଖାଇଲେ ମାମୁ

ଢେଙ୍କାନାଳ( ଓଡ଼ିଶା ରିପୋର୍ଟର): ନାବାଳିକା ଦୁଷ୍କର୍ମକାରୀଙ୍କୁ ଛେଚିଲେ ଲୋକେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।  ୮ ବର୍ଷର ନାବାଳିକା ନିକଟସ୍ଥ  ନଳକୂଅରୁ ପାଣି ଆଣୁଥିବା ବେଳେ ତାର ଦୂର ସଂପର୍କୀୟ ମାମୁ ତାକୁ ଟେକି ନେଇ ଦୁଷ୍କର୍ମ  କରିଥିବା ଅଭିଯୋଗ ହୋଇଛିା  ପରେ ଲୋକଙ୍କ ହାବୁଡ଼ରେ  ପଡ଼ିବାରୁ ତାକୁ ଲୋକେ ନିର୍ଧୁମ ଛେଚିବା ସହ ପୋଲିସରେ ଜିମା ଦେଇଛନ୍ତି  ନାବିଳିକାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିନ୍ଦୋଳ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

The post ନଟି କାମ କରି ନିର୍ଧୁମ ଛେଛା ଖାଇଲେ ମାମୁ appeared first on Odisha Reporter.



from Odisha Reporter https://ift.tt/2M1eEcl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages