ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲା ପ୍ରେମିକ

ମୁମ୍ବାଇ: ବିବାହ ପାଇଁ ମନା କରିବାରୁ ପ୍ରେମିକାକୁ ଟ୍ରେନ୍ ଆଗକୁ ଠେଲିଦେଲା ପ୍ରେମିକ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପ୍ଲାଟଫର୍ମରେ ଛିଡ଼ା ହୋଇ ଯୁବତୀଙ୍କ ସହ ପ୍ରଥମେ କଥା ହେଉଥିଲେ ଯୁବକ। ଆଉ ଏହାର କିଛି ସମୟ ପରେ ଟ୍ରେନ୍ ଆସିବାରୁ ତାଙ୍କୁ ଟ୍ରେନ୍ ଆଗକୁ ଠେଲିବାକୁ ଚେଷ୍ଟା କରିଛନ୍ତି । ମାତ୍ର ସୌଭାଗ୍ୟ ବଶତଃ ସେଠାରେ ଉପସ୍ଥିତ ଯାତ୍ରୀ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏଥିରେ ଯୁବତୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି । ବିବାହ ପାଇଁ ଯୁବତୀ ଜଣକ ମନା କରିବାରୁ ଯୁବକ ଜଣକ ତାଙ୍କୁ ଟ୍ରେନ୍ ଆଗକୁ ଠେଲି ଦେଇଥିବା ଜଣାପଡ଼ିଛି।  ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।

The post ମୋର ନୁହେଁ ତ କାହାର ନୁହେଁ, ପ୍ରେମିକାଙ୍କୁ ଟ୍ରେନ୍‌ ଆଗକୁ ଠେଲିଦେଲା ପ୍ରେମିକ appeared first on Odisha Reporter.



from Odisha Reporter https://ift.tt/3pIm2qO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages