ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ କେଇଟା ଦିନ ବାକିଥିବା ବେଳେ ଶାସନରେ ଥିବା ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଳିଛନ୍ତି ଇମୋସନାଲ କାର୍ଡ ।ଭଙ୍ଗା ଗୋଡ଼ରେ ପ୍ରଚାର ବି କରୁଛନ୍ତି। ତେବେ ଏହା କେତେଦୂର ଟିଏମସିକୁ ଫାଇଦା ଦେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ।
The post ଦିଦି ଖେଳିଲେ ଇମୋସ୍ନାଲ କାର୍ଡ appeared first on Odisha Reporter.
from Odisha Reporter https://ift.tt/3eKxMaA
No comments:
Post a Comment