ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 13, 2021

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ର ଲୋକେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ। ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।

୧୮ଟି ଗାଁର ଲୋକେ ଏକାଠି ହୋଇ କୋଡ଼ାମା ପଞ୍ଚାୟତରେ ଏକ ସଭା ଆୟୋଜନ କରିଥିଲେ। ଏହି ସଭାରେ ଜୟରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ଜାଣିବାକୁ ପାଇଥିଲେ। ଦୀର୍ଘ ବର୍ଷରୁ ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲା ପ୍ରଶାସନ ଗାଁରେ କୌଣସି ଉନ୍ନୟନମୂଳକ କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଲାଗି ସେମାନେ ଓଡ଼ିଶାରେ ମିଶିବାକୁ ଚାହୁଁଥିବା କହିଛନ୍ତି ଜୟରାମ।

The post ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ର ଲୋକେ appeared first on Odisha Reporter.



from Odisha Reporter https://ift.tt/3rLiMg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages