ମନିକାଙ୍କ ସହ ୪ ଭାରତୀୟଙ୍କୁ ଅଲିମ୍ପିକ୍ସ ଟିକେଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 18, 2021

ମନିକାଙ୍କ ସହ ୪ ଭାରତୀୟଙ୍କୁ ଅଲିମ୍ପିକ୍ସ ଟିକେଟ

ଚେନ୍ନାଇ: ଭାରତର ୪ ଜଣ ଟେବୁଲ ଟେନିସ(ଟିଟି) ଖେଳାଳି ଏକାଥରେ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁବାର ଦୋହାରେ ଏସିଆନ କ୍ୱାଲିଫାୟର୍ସରେ ୪ ଭାରତୀୟ ଦମଦାର ପ୍ରଦର୍ଶନ କରି ଏହି ସଫଳତା ପାଇଛନ୍ତି। ଏମାନଙ୍କ ମଧ୍ୟରେ ଷ୍ଟାର ଟିଟି ଖେଳାଳି ମନିକା ବାତ୍ରା, ତାମିଲନାଡୁର ଜି ସାଥିଆନ, ଶରଥ କମଲ, ସୁତ୍ରିଥା ମୁଖାର୍ଜୀ ରହିଛନ୍ତି।

ସାଥିଆନ ଓ ଶରଥ ପୁରୁଷ ଏକକ ବର୍ଗରେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମନିକା ଓ ସୁତ୍ରିଥା ମହିଳା ଏକକ ବର୍ଗରେ ଟୋକିଓ ଯିବାକୁ ଟିକେଟ ପାଇଛନ୍ତି।


ଶରଥ ୪ର୍ଥ ଥର ଅଲିମ୍ପିକ୍ସ ଖେଳିବେ। ସେହିପରି ଦୋହାରେ ମିକ୍ସଡ ଡବଲ୍ସ କ୍ୱାଲିୟାର୍ସ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଶରଥ ଭାଗ ନେଇଛନ୍ତି। ସେ ୨୦୦୪, ଏହାପରେ ବେଜିଂ ଓ ୨୦୧୬ରେ ରିଓରେ ଭାରତ ପାଇଁ ଅଲିମ୍ପିକ୍ସ ଖେଳିଥିଲେ।

The post ମନିକାଙ୍କ ସହ ୪ ଭାରତୀୟଙ୍କୁ ଅଲିମ୍ପିକ୍ସ ଟିକେଟ appeared first on Odisha Reporter.



from Odisha Reporter https://ift.tt/2P8w9ZC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages