ଓଟିଭି ଫୋରସାଇଟ୍-୨୦୨୧: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 3, 2021

ଓଟିଭି ଫୋରସାଇଟ୍-୨୦୨୧: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଓଟିଭିର ଏକାଦଶ ଫୋରସାଇଟ୍। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ହେଉଛି ବିଚାରର ମହାମନ୍ଥନ, ଯେଉଁଥିରେ ଭାଗ ନେଇଛନ୍ତି ଦିଗଦର୍ଶକ, ନୀତି ନିର୍ଦ୍ଧାରକ ଓ ମତନିର୍ମାତା। ବଡ଼ ଇସ୍ୟୁକୁ ନେଇ ଚାଲିଛି ବଡ଼ ଚର୍ଚ୍ଚା।

କୋଭିଡ୍ ମହାମାରୀର କିଭଳି ହୋଇଛି ସଫଳ ମୁକାବିଲା, କେତେ ଫଳପ୍ରଦ କରୋନା କବଚ, ଏମିତି ଅନେକ ପ୍ରସଙ୍ଗରେ ଓଟିଭି ଫୋରସାଇଟରେ ଭାଗ ନେଇ ମତ ବିନିମୟ କରୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

ତା’ସହ ଏହି ମହାମନ୍ଥନରେ ବିଜେପି ସାଂସଦ ତଥା କ୍ରିକେଟର ଗୈାତମ ଗାମ୍ଭୀର ମଧ୍ୟ ଯୋଗ ଦେବେ। ରାଜ୍ୟରେ କୋଭିଡ୍ ପରିଚାଳନାକୁ ନେଇ ବି ମଞ୍ଚରେ ଚାଲିବ ମହାବିତର୍କ । ବିଶିଷ୍ଟ ସିନେ ତାରକା ସ୍ୱାରା ଭାସ୍କରଙ୍କ ସହ ବି ହେବ ମଞ୍ଚରେ ମତ ବିନିମୟ।

The post ଓଟିଭି ଫୋରସାଇଟ୍-୨୦୨୧: ବଡ଼ ମଞ୍ଚରେ ଚାଲିଛି ବିଚାରର ମହାମନ୍ଥନ appeared first on Odisha Reporter.



from Odisha Reporter https://ift.tt/3c4oweB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages