ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 21, 2021

ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ଶୋପିଆନରେ ଭାରତୀୟ ସେନା ଏବଂ ପୁଲିସ୍‌ର ମିଳିତ ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନିହତ ହୋଇଥିବା ଚାରି ଆତଙ୍କବାଦୀ ଆତଙ୍କବାଦୀମାନେ ଲଶ୍କର-ଏ-ତୋଇବାର। ଗୁଳିବିନିମୟ ବେଳେ ସେନାର ଜଣେ ଯବାନ ଆହତ ହୋଇଥିବା କଶ୍ମୀରର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି।

ଆଇଜିପି କହିଛନ୍ତି ଯେ ଅପରେସନ୍ ଶେଷ ହୋଇଯାଇଛି। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ଏକ-୪୭ ଏବଂ ୨ଟି ପିସ୍ତଲ ଜବତ ହୋଇଛି।

ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଶୋପିଆନ ଜିଲ୍ଲାରେ ଥିବା ରାଓ୍ୱପୋରାରେ ଗୁଳିବିନିମୟ ହୋଇଥିଲା। ପାଖାପାଖି ତିନି ଦିନ ପାଇଁ ଚାଲିଥିଲା ଏହି ଗୁଳି ବିନିମୟ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

The post ଏନ୍‌କାଉଣ୍ଟରରେ ୪ ଆତଙ୍କବାଦୀ ନିହତ appeared first on Odisha Reporter.



from Odisha Reporter https://ift.tt/3rabnWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages