କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 10, 2021

କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ

ଅନୁଗୁଳ(ବିରଜା ଦାସ): ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜର ବାଲିଜେରେଙ୍ଗା ଗାଁରେ ଏକ ହାତୀ ଛୁଆ କୂଅ ଭିତରକୁ ଖସିପଡ଼ିଛି । ହାତୀଟି ବିଲ ଭିତରେ ଥିବା ଏକ କୂଅରେ ଖସିପଡ଼ିଥିବା ବେଳେ ବନବିଭାଗ କର୍ମଚାରୀ ଉଦ୍ଧାର  କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀପଲ ସ୍ଥାନୀୟ ଅଞ୍ଚଳକୁ ଆସିଥିବାବେଳେ କୌଣସି କାରଣ ବଶତଃ ଛୁଆହାତୀ ଚାଷଜମିରେ ଜଳସେଚିତ ପାଇଁ ଥିବା କୂଅରେ ଖସିପଡ଼ିଥିଲା । ବନ ବିଭାଗର ଅଧିକାରୀ ପହଞ୍ଚି ହାତୀ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହାତୀ ଛୁଆତେବେ କୂଅରେ ପଡ଼ିବା କାରଣରୁ ହାତୀ ଶରୀରରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି।

The post କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ appeared first on Odisha Reporter.



from Odisha Reporter https://ift.tt/3epwMsh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages