ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 7, 2021

ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍

କଟକ: କଟକ ବଡ ମେଡିକାଲରେ ବଡ ଦୁର୍ଘଟଣା। ଏସ୍‌ସିବିର ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥରେ ଖସିପଡିଲା ଫ୍ୟାନ। ଫଳରେ ଜଣେ ମହିଳା ରୋଗୀ ଗୁରୁତର ହୋଇଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ମହିଳା ଜଣକ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ୪ ଦିନ ତଳେ ସେ ନିଆଁରେ ପୋଡି ଯାଉଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା।

The post ଏସ୍‌ସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍ appeared first on Odisha Reporter.



from Odisha Reporter https://ift.tt/3kWlqNq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages