ଓଜେଏସ୍ ଟପ୍ପର ହେଲେ ଇର୍ସିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 9, 2021

ଓଜେଏସ୍ ଟପ୍ପର ହେଲେ ଇର୍ସିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଛି ଓଡ଼ିଶା ଜୁଡ଼ିସିଆଲ ସର୍ଭିସ ଚୂଡ଼ାନ୍ତ ରେଜଲ୍ଟ । ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।  ଏମାନେ  ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ।  କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି।  ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଏଥର ଓଜେଏସ୍ ଟପ୍ପର ହୋଇଛନ୍ତି।  ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ କୃଷ୍ଣା ମିଶ୍ରଙ୍କୁ ତୃତୀୟ ରାଙ୍କ ମିଳିଛି।

ଓଜେଏସି ଟପ୍ପର ଇର୍ସିତା ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା ମା’ଙ୍କୁ ଦେଇଛନ୍ତି। ସେମାନେ ତାଙ୍କୁ ବେଶ୍ ସପୋର୍ଟ କରିଛନ୍ତି। ଏଥିସହ ସେ ପ୍ରତିଦିନ ୧୨ରୁ ୧୫ ଘଣ୍ଟା ପଢୁଥିଲେ ବୋଲି କହିଛନ୍ତି।

The post ଓଜେଏସ୍ ଟପ୍ପର ହେଲେ ଇର୍ସିତା appeared first on Odisha Reporter.



from Odisha Reporter https://ift.tt/3rKBGni

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages