ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 30, 2021

ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି।  ଏପରି ଆଶ୍ଚର୍ଯ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ  ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି।

ଖବର ପାଇ  ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଛି।

The post ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି appeared first on Odisha Reporter.



from Odisha Reporter https://ift.tt/3344zjR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages