ଘରେ ପ୍ରସ୍ତୁତ କରନ୍ତୁ ଗାଜର ମଲାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 23, 2021

ଘରେ ପ୍ରସ୍ତୁତ କରନ୍ତୁ ଗାଜର ମଲାଇ

ଆବଶ୍ୟକ ଉପକରଣ:ଗାଜର, କ୍ଷୀର, ବ୍ରେଡ ଗୁଣ୍ଡ, କେଶର, ଚିନି, ଗୁଜୁରାତି,ମଲାଇ, କିସମିସ, କାଜୁ ଓ ପିସ୍ତାବାଦାମ।

ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ଗାଜରକୁ କୋରି କରେଇରେ ଅଳ୍ପ ତେଲ ଗରମ କରି ଭାଜନ୍ତୁ। ଗାଜର ଅଳ୍ପ ଭାଜି ହୋଇଗଲା ପରେ ସେଥିରେ କ୍ଷୀର ପକାନ୍ତୁ। ଅନ୍ୟ ଏକ ପାତ୍ରରେ କ୍ଷୀରକୁ ଫୁଟାଇ ସେଥିରେ ବ୍ରେଡ ଗୁଣ୍ଡ, କେଶର ଓ କ୍ଷୀର ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ। କିଛି ସମୟ ପରେ ଚିନି ଓ ଗୁଜୁରାତି ଗୁଣ୍ଡକୁ ଉଭୟ ଗାଜର ହାଲୱା ଓ ମଲାଇରେ ପକାନ୍ତୁ। ଏହାପରେ ଗାଜରକୁ କ୍ଷୀରରେ ସିଝିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ।

ଏହା ପ୍ରସ୍ତୁତ ହୋଇଗଲା ପରେ ଏକ ପାତ୍ରରେ ପ୍ରଥମେ ଗାଜର ହାଲୱା ରଖି ତା’ ଉପରେ ମଲାଇର ଏକ ପରସ୍ତ ଦିଅନ୍ତୁ।  ତା’ ଉପରେ ପୁଣି ଗାଜର ହାଲୱା ଓ ମଲାଇକୁ ଢାଳନ୍ତୁ। ଏହାପରେ କିସମିସ, କାଜୁ ଓ ପିସ୍ତାବାଦାମ ତା’ ଉପରେ ସଜାଇ ଦିଅନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ଗାଜର ମଲାଇ appeared first on Odisha Reporter.



from Odisha Reporter https://ift.tt/3dKBnV6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages