ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ନୂଆ ରେକର୍ଡ କରି ପୁଣି ତାକୁ ଭାଙ୍ଗୁଛି ମହାମାରୀ। ଆଜି ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ଚିହ୍ନଟ ହେଲେ ୧୦,୪୧୩ ଆକ୍ରାନ୍ତ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଟକରୁ ୮୨୮, ପୁରୀରୁ ୫୩୩ ଓ ବରଗଡ଼ରୁ ୫୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
The post ସବୁ ରେକର୍ଡ ଭାଙ୍ଗିଲା ମହାମାରୀ, ରାଜ୍ୟରେ ଦିନକରେ ୧୦ ହଜାର ଡେଇଁଲା ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/2QE3Bs6
No comments:
Post a Comment