ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବ୍ୟଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରାଜଧାନୀରେ କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର।
ଆସନ୍ତା ଏପ୍ରିଲ ୩୦ ଯାଏଁ ରାତି ୧୦ରୁ ସକାଳ ୫ଟାର ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଛାଡି ଅନ୍ୟସମସ୍ତ ଦୋକାନ ବଜାର ବନ୍ଦ ରହିବ।
Night curfew imposed in Delhi from 10 pm to 5 am with immediate effect till 30th April, in the wake of #COVID19 situation: Delhi Government pic.twitter.com/V3WufATG77
— ANI (@ANI) April 6, 2021
The post ରାଜଧାନୀରେ ନାଇଟ୍ କର୍ଫ୍ୟୁ appeared first on Odisha Reporter.
from Odisha Reporter https://ift.tt/39HYEV9
No comments:
Post a Comment