ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମାଡି ଚାଲିଛି ମହାମାରୀ କରୋନା। ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦିନକରେ ୬୫୯୯ଟି କରୋନାର ନୂଆ ମାମଲା ସିମ୍ନାକୁ ଆସିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୩୮୨୭ ଓ ୨୭୭୨ଟି ଲୋକାଲ୍ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
ତେବେ ସବୁଠୁ ଆଗରେ ରହିଛି ଖୋର୍ଦ୍ଧା। ଜିଲ୍ଲାରୁ ଗି ୨୪ ଘଣ୍ଟାରେ ସର୍ବାଧିକ ୯୫୮ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ନୂଆପଡ଼ାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩, ଷ୍ଟେଟ୍ପୁଲିରୁ ୨୦୧, ଅନୁଗୁଳରୁ ୧୮୭
ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ୱରରୁ ୧୩୭, ସୁବର୍ଣ୍ଣପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗିରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡା ଓ ଦେବଗଡ଼ରୁ ୩୮ଜଣ ଲେଖାଏଁ, କନ୍ଧମାଳରୁ ୩୫, ମାଲକାନଗିରିରୁ୨୨, ଢେଙ୍କାନାଳରୁ ୨୦ ଚିହ୍ନଟ ହୋଇଛନ୍ତି।
ଏହି ନୂଆ ପଜିଟିଭ ମାମଲାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି। ସେହିପରି ୩ଲକ୍ଷ ୬୨ ହଜାର ୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ଯାଏଁ ରାଜ୍ୟରେ ୪୯ ହଜାର ୭୫ଟି ଆକ୍ଟିଭ କେସ୍ ରହିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ମୋଟ ୧୯୯୭ ପ୍ରାଣ ହରାଇଛନ୍ତି।
Covid-19 Report For 25th April
New Positive Cases: 6599
In quarantine: 3827
Local contacts: 2772(Details of local contacts will be shared by concerned Dist Administration)
District Wise Cases:
1. Angul: 187
2. Balasore: 137
3. Bargarh: 203
4. Bhadrak: 87
5. Balangir: 98— I & PR Department, Odisha (@IPR_Odisha) April 26, 2021
6. Boudh: 70
7. Cuttack: 488
8. Deogarh: 38
9. Dhenkanal: 20
10. Gajapati: 81
11. Ganjam: 323
12. Jagatsinghpur: 93
13. Jajpur: 237
14. Jharsuguda: 436
15. Kalahandi: 518
16. Kandhamal: 35
17. Kendrapada: 38
18. Keonjhar: 166
19. Khurda: 958
20. Koraput: 69
21. Malkangiri: 22— I & PR Department, Odisha (@IPR_Odisha) April 26, 2021
New recoveries: 3464
Cumulative tested: 9917894
Positive: 414056
Recovered: 362931
Active cases: 49075— I & PR Department, Odisha (@IPR_Odisha) April 26, 2021
The post ପୁଣି ଉପରମୁହାଁ ମହାମାରୀ, ରାଜ୍ୟରେ ଦିନକରେ ୬୫୯୯ ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3tTHr3c
No comments:
Post a Comment